‘କଳାଧନ କାହାର ? ଜବାବ ଦିଅନ୍ତୁ ରାହୁଲ ଗାନ୍ଧି’ | Odisha Reporter
Advertisment
ଶହ ଶହ କୋଟିର ମଦ ଟଙ୍କା ଜବତ ପରେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିରୋଧରେ ଗର୍ଜିଲେ ବିଜେପି ସାଂସଦ। ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରତିବାଦ କରିଛି ବିଜେପି। ସେହିଭଳି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏହା ସହ ଧୀରଜ ପ୍ରସାଦ ସାହୁଙ୍କ ମଦ କମ୍ପାନୀର ବିଭିନ୍ନ ଶାଖା ଓ ସହଯୋଗୀଙ୍କ ଘରେ ମିଳିଥିବା କଳା ଧନ କାହାର ବୋଲି ରାହୁଲ ଗାନ୍ଧିଙ୍କୁ ଜବାବ ମାଗିଛନ୍ତି ବିଜେପି ନେତା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us