ବିଜେଡି ସୁରକ୍ଷାରେ ଜୁନିଅର ନେତା! | Odisha Reporter
Advertisment
ନବ ଦାସ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟ ଉଠୁଛି ଆଉ ପଡୁଛି। ଅଥଚ ଏହି ମାମଲାକୁ ନେଇ ବିଜେଡି କ୍ୟାମ୍ପରେ ଅସମ୍ଭବ ନିରବତା ଦେଖିବାକୁ ମିଳୁଛି। ବିରୋଧୀ କଂଗ୍ରେସ ଏବଂ ବିଜେପି ପ୍ରତିଦିନ ଏହି ବିଷୟକୁ ନେଇ ନୂଆଁନୂଆଁ ଅଭିଯୋଗ ଆଣୁଛନ୍ତି। କିନ୍ତୁ ୨୩ ବର୍ଷ ଧରି କ୍ଷମତାରେ ଥିବା ଶାସକ ବିଜୁ ଜନତା ଦଳ ଏହାର କାଉଣ୍ଟର ଯେଭଳି ଢଙ୍ଗରେ କରିବା କଥା ତାହା କାହିଁ ଦେଖିବାକୁ ମିଳୁନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us