ଗୋଟେ ଜାଗାରେ ଚ୍ୟାଉ ପ୍ରଦୀପ | Odisha Reporter
Advertisment
ବ୍ରହ୍ମପୁର ନିର୍ବାଚନ ପ୍ରଚାର ବେଳେ ରୋଚକ ଦୃଶ୍ୟ । ଆମ୍ନା ସାମ୍ନା ହେଲେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପ୍ରଦୀପ ପାଣିଗ୍ରାହୀ । ଏକଦା ଘନିଷ୍ଠ ଥିବା ଦୁଇ ନେତା ଏବେ ପ୍ରତିଦ୍ୱନ୍ଦୀ। ପ୍ରଚାର ସମୟରେ ବିଜେଡି ପ୍ରାର୍ଥୀ ରମେଶ ଚ୍ୟାଉ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେଲେ ବିଜେପି ପ୍ରାର୍ଥୀ କେ ଅନିଲ କୁମାର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us