କୁଆଡ଼େ ଗଲା କାଳିଆ କମିଶନ? | Odisha Reporter
Advertisment
କୁଆଡ଼େ ଗଲା ବିଜେଡିର 2019 ଇସ୍ତାହାରର 'କାଳିଆ କମିଶନ'। ତିନି ବର୍ଷରେ ଥରେ ସହାୟତା ବଢ଼ିବା ପରିବର୍ତ୍ତେ କମିଗଲା କେମିତି ? ଦୁଇ କିସ୍ତିରେ ରାଜ୍ୟ ସହାୟତା 10 ହଜାର ଟଙ୍କାରୁ କମି 4 ହଜାର ହେଲା । 2019 ପରେ କେନ୍ଦ୍ରର ପିଏମ-କିସାନ ଓ ରାଜ୍ୟର କାଳିଆ ମିଶିଥିବା କୁହାଗଲା, ହେଲେ କାଳିଆ ଯୋଜନାର ଅଧା ହିତାଧିକାରୀ ବି ପାଉନାହାନ୍ତି ପିଏମ-କିସାନ ଟଙ୍କା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us