Advertisment

ଓଡ଼ିଆ ଝିଅ ହେବେ ମୁଖ୍ୟମନ୍ତ୍ରୀ !

ତେବେ ସବୁଠୁ ବଡ଼ କଥା ହେଲା JMM ବିଧାୟକଙ୍କ ବୈଠକରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଉପସ୍ଥତି ଥିଲେ।

author-image
Manoj Swain

ନିଖୋଜ ଚର୍ଚ୍ଚା ଭିତରେ ରାଞ୍ଚିରେ ପହଞ୍ଚିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ହେମନ୍ତ ସୋରେନଙ୍କୁ ନେଇ ଏବେ ବଢି ଚାଲିଛି କଳ୍ପନାଜଳ୍ପନା। ତେବେ ଏହି ଚର୍ଚ୍ଚା ଭିତରେ ଓଡ଼ିଆ ଝିଅ କଳ୍ପନା ସୋରେନ ହୋଇପାରନ୍ତି ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। କଳ୍ପନା ସୋରେନ ହେଉଛନ୍ତି ହେମନ୍ତ ସୋରେନଙ୍କ ପତ୍ନୀ। ତେବେ ସବୁଠୁ ବଡ଼ କଥା ହେଲା JMM ବିଧାୟକଙ୍କ ବୈଠକରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଉପସ୍ଥତି ଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Jharkhand Hemant Soren