Advertisment

ରେଳ ଅଧିକାରୀଙ୍କ କ୍ଲାସ ନେଲେ ବିଧାୟକ ଲକ୍ଷ୍ମଣ ବାଗ

ଜବରଦଖଲ ଉଚ୍ଛେଦ ସମୟରେ ମୁହାଁମୁହିଁ ହେଲେ ରେଲୱେ ଅଧିକାରୀ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ।

Advertisment

ଜବରଦଖଲ ଉଚ୍ଛେଦ ସମୟରେ ମୁହାଁମୁହିଁ ହେଲେ ରେଲୱେ ଅଧିକାରୀ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ଦୀର୍ଘ ବର୍ଷ ହେଲା ରେଲୱେ ଜମିକୁ ଜବରଦଖଲ କରି ରହୁଥିବା ପ୍ରାୟ ପଚାଶଟି ପରିବାରର ଘର ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ରେଲୱେ ବିଭାଗ । ବିସ୍ଥାପିତ ମାନଙ୍କୁ ଥଇଥାନ ନକରି ଉଚ୍ଛେଦ କରିବା ପ୍ରକ୍ରିୟାକୁ ନେଇ ତାତିଥିଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ଦେଖନ୍ତୁ ଦୃଶ୍ୟ...

Advertisment
Odisha Laxman Bag
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe