Advertisment

କମ୍ପୁଛି ମୈଦାନ ଜମୁଛି ପ୍ରଚାର

କର୍ଣ୍ଣାଟକ ଏବେ କମ୍ପୁଛି। ମୈଦାନରେ ଲଢ଼ାଲଢ଼ି ହେଉଛନ୍ତି ବିଜେପି, କଂଗ୍ରେସ ଆଉ ଜେଡିଏସ୍। ମୁଖ୍ୟ ଫାଇଟ୍ ହେଉଛି କିନ୍ତୁ କଂଗ୍ରେସ ଆଉ ବିଜେପି ଭିତରେ। ୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାକୁ କିଏ ଅକ୍ତିଆର କରିବ ସେନେଇ ପ୍ରସ୍ତୁତ କରାଯାଉଛି ରଣନିତୀ।

Advertisment

କର୍ଣ୍ଣାଟକ ଏବେ କମ୍ପୁଛି। ମୈଦାନରେ ଲଢ଼ାଲଢ଼ି ହେଉଛନ୍ତି ବିଜେପି, କଂଗ୍ରେସ ଆଉ ଜେଡିଏସ୍। ମୁଖ୍ୟ ଫାଇଟ୍ ହେଉଛି କିନ୍ତୁ କଂଗ୍ରେସ ଆଉ ବିଜେପି ଭିତରେ। ୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାକୁ କିଏ ଅକ୍ତିଆର କରିବ ସେନେଇ ପ୍ରସ୍ତୁତ କରାଯାଉଛି ରଣନୀତି। ନିଜେ ରାହୁଲ ଗାନ୍ଧି ଏବେ କଂଗ୍ରେସ ପ୍ରଚାରର ମଙ୍ଗ ସମ୍ଭାଳୁଛନ୍ତି। ବିଭିନ୍ନ ନିର୍ବାଚନୀ ସଭାରେ ସେ ବିଜେପିକୁ ଟାର୍ଗେଟ କରିବା ସହିତ କେନ୍ଦ୍ର ସରକାରକୁ ଏକ ମିଥ୍ୟାବାଦୀ ସରକାର ବୋଲି କହୁଛନ୍ତି। ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତାହେଲେ କର୍ଣ୍ଣାଟକ ପାଇଁ ୪ଟି ପ୍ରତିଶୃତି ସେ ଦେଇଛନ୍ତି।

Advertisment
Karnataka Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe