Advertisment

କର୍ଣ୍ଣାଟକ ଦେଖାଇବ ୨୦୨୪ର ରାସ୍ତା

ଏକାଦିନରେ କର୍ଣ୍ଣାଟକ ଏବଂ ଓଡ଼ିଶାରେ ଭୋଟ୍ ହେବ। ମେ ୧୦ତାରିଖରେ କର୍ଣ୍ଣାଟକ ବିଧାନସଭା ଲାଗି ନିର୍ବାଚନ ହେଉଥିବା ବେଳେ ସେହିଦିନ ଝାରସୁଗୁଡ଼ାରେ ଉପନିର୍ବାଚନ କରାଯିବ।

author-image
Manoj Swain

ଏକାଦିନରେ କର୍ଣ୍ଣାଟକ ଏବଂ ଓଡ଼ିଶାରେ ଭୋଟ୍ ହେବ। ମେ ୧୦ତାରିଖରେ କର୍ଣ୍ଣାଟକ ବିଧାନସଭା ଲାଗି ନିର୍ବାଚନ ହେଉଥିବା ବେଳେ ସେହିଦିନ ଝାରସୁଗୁଡ଼ାରେ ଉପନିର୍ବାଚନ କରାଯିବ। ଉଭୟ ନିର୍ବାଚନରେ ଗୋଟିଏ ସମାନତା ରହିଛି। ସେହି ସମାନତାଟି ହେଲା ଏହି ଉଭୟ ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ।

Advertisment
Odisha Karnataka Election Power Politics