ନାମାଙ୍କନ ପାଇଁ ବାହାରିଲେ ବୈଜୟନ୍ତ | Odisha Reporter
ବିରାଟ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେଥିପାଇଁ ଉତ୍ସାହିତ ବିଜେପି କର୍ମୀ। ପ୍ରଥମେ ତିନି ମୁହାଣୀ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ଶୋଭାଯାତ୍ରାରେ ଜ୍ଞାନପୀଠ, କଜଳା, ମହିପାଳ, ବଡହାଟ ଏବଂ ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
