Advertisment

ମାତୃଭାଷାରେ ଶପଥ ନେଲେ ବୈଜୟନ୍ତ ପଣ୍ଡା

ଲୋକସଭାର ସଦସ୍ୟ ଭାବେ ମାତୃଭାଷାରେ ଶପଥ ନେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ତା ।

author-image
Manoj Swain

ଶପଥ ନେଉଛନ୍ତି ଓଡ଼ିଶାର ଲୋକସଭା ସାଂସଦ । ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର । ଲୋକସଭାର ସଦସ୍ୟ ଭାବେ ମାତୃଭାଷାରେ ଶପଥ ନେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ତା ।

Advertisment
Baijayant Panda Parliament Session Oath Ceremoney