Advertisment

ଆଳିରେ ବୈଜୟନ୍ତଙ୍କ ବିଶାଳ ରୋଡ ଶୋ’

ଏହି ରାଲିରେ ଆଳିର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସହ ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ସାମିଲ ହୋଇଛନ୍ତି।

author-image
Manoj Swain

ଜମୁଛି ନିର୍ବାଚନୀ ପ୍ରଚାର । କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ବିଜେପିର ରୋଡ୍ ଶୋ। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ବିଜେପି ସାସଂଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଲିଛି ଜୋରଦାର ପ୍ରଚାର। ଏହି ରାଲିରେ ଆଳିର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସହ ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ସାମିଲ ହୋଇଛନ୍ତି। ତେବେ ଏହି ରାଲି ଅଙ୍ଗାରକ୍ଷ, ମହନପୁର, ବାଟିପଡା, ଠାକୁରସାହି ,ସାନମଙ୍ଗ, ପାଞ୍ଚଣପଡା, କୁଳସାହି, ରାଇଁଲୋ ଦେଇ ସିଧବାଲି ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହି ଶୋଭାଯାତ୍ରା ୬ଟି ପଞ୍ଚାୟତର ୧୭ କିଲୋମିଟର ରାସ୍ତା ଅତିକ୍ରମ କରିବ। 

Advertisment
Odisha Bjp Kendrapada Baijayant Panda