Advertisment

କେନ୍ଦୁଝରରେ ଭୁଷୁଡ଼ିଲା ବବି ଓ ଡାନିଙ୍କ ପତିଆରା !

ବବି ଡାନିଙ୍କ ଲିଙ୍କ ଥିବା ରାଜା ଚକ୍ରଙ୍କ ଟିପ୍ପର ସଂଘ ହଟିଲା ଦୈତାରୀରୁ !

author-image
Manoj Swain

ସମୟ ଗଲା, ସରକାର ଗଲା, ପତିଆରା ଢିଲା ପଡିଲା। ଜନ୍ମ ନେଲା ନୂଆ ସଙ୍ଘ। କେନ୍ଦୁଝରରେ ଭୁଷୁଡ଼ିଲା ବବି ଡାନିଙ୍କ ପତିଆରା, ଜନ୍ମନେଲା ନୂଆ ସଙ୍ଗଠନ! ବବି ଡାନିଙ୍କ ଲିଙ୍କ ଥିବା ରାଜା ଚକ୍ରଙ୍କ ଟିପ୍ପର ସଂଘ ହଟିଲା ଦୈତାରୀରୁ ! ଏ ହେଉଛି ଖଣି ଖାଦାନରେ ଭରପୁର କେନ୍ଦୁଝରର ମାଇନିଂ ଏରିଆର ଭିତିରି କଥା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha