ଡାନି ବବିଙ୍କ ଯୁଗ ଶେଷ , ଟୁଟୁ ବଦ୍ରିଙ୍କ ଯୁଗ ଆରମ୍ଭ! || Keonjhar Daitari Iron Ore Mines || Odisha Reporter
Advertisment
ସମୟ ଗଲା, ସରକାର ଗଲା, ପତିଆରା ଢିଲା ପଡିଲା। ଜନ୍ମ ନେଲା ନୂଆ ସଙ୍ଘ। କେନ୍ଦୁଝରରେ ଭୁଷୁଡ଼ିଲା ବବି ଡାନିଙ୍କ ପତିଆରା, ଜନ୍ମନେଲା ନୂଆ ସଙ୍ଗଠନ! ବବି ଡାନିଙ୍କ ଲିଙ୍କ ଥିବା ରାଜା ଚକ୍ରଙ୍କ ଟିପ୍ପର ସଂଘ ହଟିଲା ଦୈତାରୀରୁ ! ଏ ହେଉଛି ଖଣି ଖାଦାନରେ ଭରପୁର କେନ୍ଦୁଝରର ମାଇନିଂ ଏରିଆର ଭିତିରି କଥା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us