Advertisment

କଂଗ୍ରେସ ବିଧାୟକଙ୍କ ପାଇଁ ବିଜେଡିରେ ବିଦ୍ରୋହ

ଗତ କିଛି ଦିନ ହେବ ମୌନବ୍ରତ ଧାରଣ କରିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ।

Advertisment

କେତେବେଳେ ମମିତା ମେହେର ଘଟଣା ତ କେତେବେଳେ ଦରବୃଦ୍ଧିକୁ ନେଇ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ କରୁଥିଲେ ଖଡିଆଳର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ହେଲେ ଏବେ ଅଧିରାଜଙ୍କୁ ନେଇ ଭାରି ଚର୍ଚ୍ଚା। ଗତ କିଛି ଦିନ ହେବ, ମୌନବ୍ରତ ଧାରଣ କରିଛନ୍ତି ଅଧିରାଜ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Congress BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe