ବ୍ଲକ ଅଧ୍ୟକ୍ଷାଙ୍କୁ ମିଳିଲା ବିଧାୟକ ଟିକେଟ

ଯାଜପୁର(ଗୁଲାମ୍‌ ଗସ୍‌): ଯାଜପୁର ଜିଲ୍ଲା ବରୀ ନିବର୍ବାଚନ ମଣ୍ଡଳୀରୁ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ମିଳିଛି ବିଜେଡି ଟିକଟ । ବିଧାୟକ ଦେବାଶିଷ ନାୟକଙ୍କୁ ବାଦଦେଇ ଏଥର ହାଇ କମାଣ୍ଡ  ସୁନନ୍ଦାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଦେବାଶିଷଙ୍କ ଘୋର ବିରୋଧି କୁହାଯାଉଥିବା ସୁନନ୍ଦା ଗତ ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବିଶ୍ଵ ମଲିକଙ୍କ ସଙ୍ଗଠନରେ ରହି କାମ କରୁଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ବିଶ୍ଵଙ୍କ ନେତୃତ୍ୱରେ ସ୍ୱାଧୀନ ଭାବେ ସମିତି […]

vt

vt

Mihir Pattnayak
  • Published: Monday, 01 April 2019
  • Updated: 01 April 2019, 09:04 PM IST

Sports

Latest News

ଯାଜପୁର(ଗୁଲାମ୍‌ ଗସ୍‌): ଯାଜପୁର ଜିଲ୍ଲା ବରୀ ନିବର୍ବାଚନ ମଣ୍ଡଳୀରୁ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ମିଳିଛି ବିଜେଡି ଟିକଟ । ବିଧାୟକ ଦେବାଶିଷ ନାୟକଙ୍କୁ ବାଦଦେଇ ଏଥର ହାଇ କମାଣ୍ଡ  ସୁନନ୍ଦାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଦେବାଶିଷଙ୍କ ଘୋର ବିରୋଧି କୁହାଯାଉଥିବା ସୁନନ୍ଦା ଗତ ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବିଶ୍ଵ ମଲିକଙ୍କ ସଙ୍ଗଠନରେ ରହି କାମ କରୁଥିଲେ ।

ଗତ ପଞ୍ଚାୟତ ନିର୍ବାଚନରେ ବିଶ୍ଵଙ୍କ ନେତୃତ୍ୱରେ ସ୍ୱାଧୀନ ଭାବେ ସମିତି ସଭ୍ୟା ନିର୍ବାଚିତ ହୋଇ ବରୀ ବ୍ଲକର ଅଧ୍ୟକ୍ଷା ହୋଇଥିଲେ ସୁନନ୍ଦା । ଏହା ଫଳରେ ବରୀ ବ୍ଲକ ସ୍ୱାଧୀନ ପ୍ରାର୍ଥୀ ବିଶ୍ଵଙ୍କ କବଜାରେ ରହିଥିଲା ।  ପରେ ବିଶ୍ଵ ବିଜେପିରେ ଯୋଗଦେବା ସମୟରେ ଅଧ୍ୟକ୍ଷା ସମେତ ସମସ୍ତ ସମିତି ସଭ୍ୟ ବିଜେପିରେ ଯୋଗଦେଇଥିଲେ।

ବରୀ ବ୍ଲକକୁ ବିଜେପି ଦଖଲ କରିଥିଲା । ତେବେ ବିଶ୍ଵଙ୍କ ଖାସ କୁହାଯାଉଥିବା ସୁନନ୍ଦା କିନ୍ତୁ ଦଳ ଛାଡି ଆଜି ବିଜେଡିର ମିଶିବା ପରେ ତାଙ୍କୁ ବରୀ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ କରାଯାଇଛି । ତେବେ ବିଶ୍ଵଙ୍କ ଘୋର ବିରୋଧୀ କୁହାଯାଉଥିବା  ଦେବାଶିଷଙ୍କ ଆଗାମୀ ଭୂମିକା କଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story