Advertisment

ବଲାଙ୍ଗିରରେ କିଏ ମାରିବ ବାଜି ?

ବଲାଙ୍ଗିର ବିଧାନସଭାର କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସାମାଜିକ ଗଣମାଧ୍ୟମରେ ବିଜେଡି ବିରୋଧରେ ଅଭିଯୋଗ କରିଛନ୍ତି।

Advertisment

ବଲାଙ୍ଗିର ବିଧାନସଭାର କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସାମାଜିକ ଗଣମାଧ୍ୟମରେ ବିଜେଡି ବିରୋଧରେ ଅଭିଯୋଗ କରିଛନ୍ତି। କହିଛନ୍ତି, ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ, ବଲାଙ୍ଗିର ପୌରାଧ୍ୟକ୍ଷା କେମିତି ଜଳଛତ୍ର ଉଦଘାଟନ କଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Balangir Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe