ଆସିଗଲାଣି ଫଳାଫଳ: କେଉଁଠି କିଏ କାହାକୁ ହରାଇଲେ ଜାଣନ୍ତୁ

ହାରି ଯାଇଛନ୍ତି ବିଜେଡିର ଅନେକ ହେଭି ୱେଟ୍

Modi and Naveen

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Biswajit Samal
  • Published: Tuesday, 04 June 2024
  • Updated: 04 June 2024, 07:54 PM IST

Sports

Latest News

ନିର୍ବାଚନ ଫଳାଫଳ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ବେସରକାରୀ ଭାବେ ରାଜ୍ୟର ଅନେକ ବିଧାନସଭା ଆସନର ଫଳାଫଳ ଜଣାପଡ଼ିଗଲାଣି। ନଜର ପକାନ୍ତୁ କିଏ କାହାକୁ କେଉଁ ଆସନରେ ହରାଇଲେ।

ବାଙ୍କୀ- ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ବିଜୟୀ, ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ହରାଇଲେ

ବରଗଡ଼- ବିଜେପିର ଅଶ୍ବିନୀ ଷଡ଼ଙ୍ଗୀ ଜିତିଲେ, ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇଲେ

ରଣପୁର- ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ, ବିଜେଡିର ସତ୍ୟନାରାୟଣ ପ୍ରଧାନଙ୍କୁ ହରାଇଲେ ସୁରମା

ଖଣ୍ଡପଡ଼ା- ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ବିଜୟୀ, ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ ହରାଇଲେ

ଘସିପୁରା- ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ବିଜୟୀ, ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇଲେ

ଫୁଲବାଣୀ- ବିଜେପିର ଉମାଚରଣ ମଲ୍ଲିକ ବିଜୟୀ, ବିଜେଡିର ଜୟଶ୍ରୀ କହଁରଙ୍କୁ ହରାଇଲେ ଉମା

ଟିଟିଲାଗଡ଼- ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ, ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ

କୁଚିଣ୍ଡା- ବିଜେପି ପ୍ରାର୍ଥୀ ରବି ନାଏକ ବିଜୟୀ, ବିଜେଡିର ରାଜେନ୍ଦ୍ର ଛତ୍ରିଆଙ୍କୁ ହରାଇଲେ

ଚିଲିକା- ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ବିଜୟୀ, ବିଜେଡିର ରଘୁନାଥ ସାହୁଙ୍କୁ ହରାଇଲେ

ଚିତ୍ରକୋଣ୍ଡା- ଚିତ୍ରକୋଣ୍ଡାରେ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ, ବିଜେପିର ଡମ୍ବରୁ ଶିଶାଙ୍କୁ ହରାଇଲେ

ଧର୍ମଗଡ଼- ବିଜେପିର ସୁଧିର ପାଟ୍ଟଯୋଶୀ ୧୮, ୬୮୫ ଭୋଟରେ ବିଜୟୀ, ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ହରାଇଲେ ସୁଧିର

ଝାରସୁଗୁଡ଼ା- ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ, ବିଜେଡିର ଦୀପାଳି ଦାସଙ୍କୁ ହରାଇଲେ

କଣ୍ଟାମାଳ- ବିଜେପିର କହ୍ନେଇ ଚରଣ ଡାଙ୍ଗ ବିଜୟୀ, ବିଜେଡିର ମହିଧର ରଣାଙ୍କୁ ହରାଇଲେ

ଖଡ଼ିଆଳ- ବିଜେଡିର ଅଧିରାଜ ପାଣିଗ୍ରାହୀ ବିଜୟୀ, ବିଜେପିର ହିତେଶ ବଗର୍ତ୍ତୀଙ୍କୁ ହରାଇଲେ

ମାଲକାନଗିରି- ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ ବିଜୟୀ, କଂଗ୍ରେସର ମାଲା ମାଢ଼ୀଙ୍କୁ ହରାଇଲେ

ରାଉରକେଲା- ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ, ବିଜେପିର ଦିଲୀପ ରାୟଙ୍କୁ ହରାଇଲେ

ଆନନ୍ଦପୁର- ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟୀ, କଂଗ୍ରେସର ଜୟଦେବ ଜେନାଙ୍କୁ ହରାଇଲେ 

ବରୀ- ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକଙ୍କ ବିପୁଳ ବିଜୟ, ବିଜେପିର ଉମେଶ ଜେନାଙ୍କୁ ହରାଇଲେ 

ବିଂଝାରପୁର- ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ, ବିଜେପିର ବବିତା ମଲ୍ଲିକଙ୍କୁ ହରାଇଲେ 

ବୌଦ୍ଧ - ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ, ବିଜେଡିର ପ୍ରଦୀପ ଅମାତଙ୍କୁ ହରାଇଲେ 

ଡାବୁଗାଁ- ବିଜେଡିର ମନୋହର ରନ୍ଧାରୀ ବିଜୟୀ, କଂଗ୍ରେସର ଲିପିକା ମାଝୀଙ୍କୁ ହରାଇଲେ 

କେନ୍ଦ୍ରାପଡ଼ା- ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା ବିଜୟୀ, ବିଜେପିର ଗୀତାଞ୍ଜଳି ସେଠୀଙ୍କୁ ହରାଇଲେ 

ଖୋର୍ଦ୍ଧା- ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ, ବିଜେଡିର ରାଜେନ୍ଦ୍ର ସାହୁଙ୍କୁ ହରାଇଲେ 

ରଘୁନାଥପାଲ୍ଲୀ- ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ, ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ହରାଇଲେ 

ନବରଙ୍ଗପୁର- ବିଜେପିର ଗୌରୀଶଙ୍କର ମାଝୀଙ୍କ ବିଜୟ, ବିଜେଡିର କୌଶଲ୍ୟା ପ୍ରଧାନୀଙ୍କୁ ହରାଇଲେ 

ନୂଆପଡ଼ା- ବିଜେଡିର ରାଜେନ୍ଦ୍ର ଢ଼ୋଲକିଆ ବିଜୟୀ, ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହରାଇଲେ 

ବିଜେପୁର- ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ବିଜୟୀ, ବିଜେଡିର ରୀତା ସାହୁଙ୍କୁ ହରାଇଲେ ସନତ

ନୟାଗଡ଼- ବିଜେଡିର ଅରୁଣ ସାହୁ ୩୯୬ ଖଣ୍ଡ ଭୋଟ୍‌ରେ ବିଜୟୀ, ବିଜେପିର ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ହରାଇଲେ 

ପାରାଦୀପ- ବିଜେପି ପ୍ରାର୍ଥୀ ସଂପଦ ସ୍ବାଇଁ ବିଜୟୀ. ବିଜେଡିର ଗୀତାଞ୍ଜଳି ରାଉତରାୟଙ୍କୁ ହରାଇଲେ ସଂପଦ

ବାରବାଟୀ- କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ବିଜୟୀ, ବିଜେପିର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ହରାଇଲେ 

ବୀରମହାରାଜପୁର- ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା ବିଜୟୀ, ବିଜେଡିର ପଦ୍ମନାଭ ବେହେରାଙ୍କୁ ହରାଇଲେ 

ମହାକାଳପଡ଼ା- ବିଜେପି ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ବିଜୟୀ, ବିଜେଡିର ଅତନୁ ସବ୍ୟସାଚୀ ନାୟକଙ୍କୁ ହରାଇଲେ 

ରେଢ଼ାଖୋଲ-  ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବିଜୟୀ, ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ହରାଇଲେ 

ପଟାଙ୍ଗୀ- କଂଗ୍ରେସର ରାମଚନ୍ଦ୍ର କାଡ଼ାମ ବିଜୟୀ, ବିଜେଡିର ପ୍ରଫୁଲ୍ଲ ପାଙ୍ଗୀଙ୍କୁ ହରାଇଲେ ରାମଚନ୍ଦ୍ର 

ଭଟଲୀ- ବିଜେପି ପ୍ରାର୍ଥୀ ଈରାଶିଷ ଆଚାର୍ଯ୍ୟ ବିଜୟୀ, ବିଜେଡିର ସୁଶାନ୍ତ ସିଂହଙ୍କୁ ହରାଇଲେ ଈରାଶିଷ

ଦେବଗଡ଼-  ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଂଜନ ବିଶ୍ବାଳ ବିଜୟୀ, ବିଜେପିର ସୁବାସ ପାଣିଗ୍ରାହୀଙ୍କୁ ହରାଇଲେ 

ରାଜନଗର-  ବିଜେଡି ପ୍ରାର୍ଥୀ ଧୃବ ସାହୁ ବିଜୟୀ

ତଳସରା-  ବିଜେପି ପ୍ରାର୍ଥୀ ଭବାନୀ ଭୋଇ ବିଜୟୀ, ବିଜେଡିର ବିନୟ ଟପ୍ପୋଙ୍କୁ ହରାଇଲେ 

ଅନୁଗୁଳ- ବିଜେପି ପ୍ରାର୍ଥୀ ପ୍ରତାପ ପ୍ରଧାନ ବିଜୟୀ

ଆସିକା-  ବିଜେପିର ସରୋଜ ପାଢ଼ୀ ବିଜୟୀ, ବିଜେଡିର ମଂଜୁଳା ସ୍ବାଇଁଙ୍କୁ ହରାଇଲେ ସରୋଜ

ଅତାବିରା- ବିଜେପିର ନିହାର ମହାନନ୍ଦ ବିଜୟୀ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ହରାଇଲେ

ବଡ଼ସାହି- ବିଜେପି ପ୍ରାର୍ଥୀ ସନାତନ ବିଜୁଳି ବିଜୟୀ

ବାଲିଗୁଡ଼ା- ବିଜେଡିର ଚକ୍ରମଣି କହଁର ବିଜୟୀ

ଭଦ୍ରକ- ବିଜେପିର ସୀତାଂଶୁ ମହାପାତ୍ର ବିଜୟୀ, ବିଜେଡିର ପ୍ରଫୁଲ୍ଲ ସାମଲଙ୍କୁ ହରାଇଲେ ସୀତାଂଶୁ

ବାସୁଦେବପୁର- କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ବିଜୟୀ, ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ହରାଇଲେ 

ଆଠମଲ୍ଲିକ- ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ବିଜୟୀ

ବାଲିକୁଦା-ଏରସମା ବିଧାନସଭାରେ ବିଜେଡିର ସାରଦା ଜେନା ବିଜୟୀ ହେଲେ

ସତ୍ୟବାଦୀ- ବିଜେପି ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ବିଜୟୀ, ବିଜେଡିର ସଂଜୟ ଦାସବର୍ମାଙ୍କୁ ହରାଇଲେ

ସୋନପୁର- ବିଜେଡିର ନିରଞ୍ଜନ ପୂଜାରୀ ଜିତିଲେ, ବିଜେପିର ପ୍ରମୋଦ ମହାପାତ୍ରଙ୍କୁ ହରାଇଲେ ନିରଞ୍ଜନ

ବ୍ରହ୍ମପୁର- ବିଜେପିର କେ. ଅନିଲ କୁମାର ବିଜୟୀ ହେଲେ

ଭୋଗରାଇ- ବିଜେଡି ପ୍ରାର୍ଥୀ ଗୌତମବୁଦ୍ଧ ଦାସ ବିଜୟୀ,କଂଗ୍ରେସର ସତ୍ୟଶିବ ଦାସଙ୍କୁ ହରାଇଲେ ଗୌତମ

ଧାମନଗର- ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହେଲେ

ପାଲଲହଡ଼ା- ବିଜେପିର ଅଶୋକ ମହାନ୍ତି ବିଜୟୀ ହେଲେ

ହିନ୍ଦୋଳ-  ବିଜେପିର ସୀମାରାଣୀ ନାଏକ ବିଜୟୀ ହେଲେ

ସୁନ୍ଦରଗଡ଼- ବିଜେଡିର ଯୋଗେଶ ସିଂହ ବିଜୟୀ ହେଲେ, ବିଜେପିର କୁସୁମ ଟେଟେଙ୍କୁ ହରାଇଲେ 

ଉମରକୋଟ- ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ବିଜୟୀ, ବିଜେଡିର ନବୀନା ନାୟକଙ୍କୁ ହରାଇଲେ ନିତ୍ୟାନନ୍ଦ

ଆଳି- ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ବିଜୟୀ

ଭଣ୍ଡାରୀପୋଖରୀ- ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ ବିଜୟୀ,କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ହରାଇଲେ ସଂଜୀବ

ହିଂଜିଳି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିଲେ, ବିଜେପିର ଶିଶିର ମିଶ୍ରଙ୍କୁ ହରାଇଲେ ନବୀନୟ

ଗୋପାଳପୁର- ବିଜେପି ପ୍ରାର୍ଥୀ ବିଭୂତି ଜେନା ବିଜୟୀ

ବାଙ୍ଗିରିପୋଷି- ବିଜେପି ପ୍ରାର୍ଥୀ ସଂଜଳି ମୁର୍ମୁ ବିଜୟୀ 

ବଡ଼ଚଣା- ବିଜେପି ପ୍ରାର୍ଥୀ ଅମର ନାୟକ ବିଜୟୀ, ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶୀନି ପରାସ୍ତ

ବାରିପଦା- ବିଜେପି ପ୍ରାର୍ଥୀ ପ୍ରକାଶ ସୋରେନ ବିଜୟୀ 

ବସ୍ତା- ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ବିଜୟୀ 

ବେଗୁନିଆ-  ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ ବିଜୟୀ 

ଭଂଜନଗର- ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ବିଜୟୀ, ବିଜେଡିର ବିକ୍ରମ ଆରୁଖଙ୍କୁ ହରାଇଲେ ପ୍ରଦ୍ୟୁମ୍ନ

ଭବାନୀପାଟଣା- କଂଗ୍ରେସ ପ୍ରାର୍ଥୀ ସାଗର ଦାସ ବିଜୟୀ

ଭୁବନେଶ୍ବର ଉତ୍ତର- ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ

ବିଜେପୁର- ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ବିଜୟୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story