ନିର୍ବାଚନ ଫଳାଫଳ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ବେସରକାରୀ ଭାବେ ରାଜ୍ୟର ଅନେକ ବିଧାନସଭା ଆସନର ଫଳାଫଳ ଜଣାପଡ଼ିଗଲାଣି। ନଜର ପକାନ୍ତୁ କିଏ କାହାକୁ କେଉଁ ଆସନରେ ହରାଇଲେ।
ବାଙ୍କୀ- ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ବିଜୟୀ, ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ହରାଇଲେ
ବରଗଡ଼- ବିଜେପିର ଅଶ୍ବିନୀ ଷଡ଼ଙ୍ଗୀ ଜିତିଲେ, ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇଲେ
ରଣପୁର- ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ, ବିଜେଡିର ସତ୍ୟନାରାୟଣ ପ୍ରଧାନଙ୍କୁ ହରାଇଲେ ସୁରମା
ଖଣ୍ଡପଡ଼ା- ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ବିଜୟୀ, ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ ହରାଇଲେ
ଘସିପୁରା- ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ବିଜୟୀ, ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇଲେ
ଫୁଲବାଣୀ- ବିଜେପିର ଉମାଚରଣ ମଲ୍ଲିକ ବିଜୟୀ, ବିଜେଡିର ଜୟଶ୍ରୀ କହଁରଙ୍କୁ ହରାଇଲେ ଉମା
ଟିଟିଲାଗଡ଼- ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ, ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ
କୁଚିଣ୍ଡା- ବିଜେପି ପ୍ରାର୍ଥୀ ରବି ନାଏକ ବିଜୟୀ, ବିଜେଡିର ରାଜେନ୍ଦ୍ର ଛତ୍ରିଆଙ୍କୁ ହରାଇଲେ
ଚିଲିକା- ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ବିଜୟୀ, ବିଜେଡିର ରଘୁନାଥ ସାହୁଙ୍କୁ ହରାଇଲେ
ଚିତ୍ରକୋଣ୍ଡା- ଚିତ୍ରକୋଣ୍ଡାରେ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ, ବିଜେପିର ଡମ୍ବରୁ ଶିଶାଙ୍କୁ ହରାଇଲେ
ଧର୍ମଗଡ଼- ବିଜେପିର ସୁଧିର ପାଟ୍ଟଯୋଶୀ ୧୮, ୬୮୫ ଭୋଟରେ ବିଜୟୀ, ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ହରାଇଲେ ସୁଧିର
ଝାରସୁଗୁଡ଼ା- ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ, ବିଜେଡିର ଦୀପାଳି ଦାସଙ୍କୁ ହରାଇଲେ
କଣ୍ଟାମାଳ- ବିଜେପିର କହ୍ନେଇ ଚରଣ ଡାଙ୍ଗ ବିଜୟୀ, ବିଜେଡିର ମହିଧର ରଣାଙ୍କୁ ହରାଇଲେ
ଖଡ଼ିଆଳ- ବିଜେଡିର ଅଧିରାଜ ପାଣିଗ୍ରାହୀ ବିଜୟୀ, ବିଜେପିର ହିତେଶ ବଗର୍ତ୍ତୀଙ୍କୁ ହରାଇଲେ
ମାଲକାନଗିରି- ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ ବିଜୟୀ, କଂଗ୍ରେସର ମାଲା ମାଢ଼ୀଙ୍କୁ ହରାଇଲେ
ରାଉରକେଲା- ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ, ବିଜେପିର ଦିଲୀପ ରାୟଙ୍କୁ ହରାଇଲେ
ଆନନ୍ଦପୁର- ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟୀ, କଂଗ୍ରେସର ଜୟଦେବ ଜେନାଙ୍କୁ ହରାଇଲେ
ବରୀ- ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକଙ୍କ ବିପୁଳ ବିଜୟ, ବିଜେପିର ଉମେଶ ଜେନାଙ୍କୁ ହରାଇଲେ
ବିଂଝାରପୁର- ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ, ବିଜେପିର ବବିତା ମଲ୍ଲିକଙ୍କୁ ହରାଇଲେ
ବୌଦ୍ଧ - ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ, ବିଜେଡିର ପ୍ରଦୀପ ଅମାତଙ୍କୁ ହରାଇଲେ
ଡାବୁଗାଁ- ବିଜେଡିର ମନୋହର ରନ୍ଧାରୀ ବିଜୟୀ, କଂଗ୍ରେସର ଲିପିକା ମାଝୀଙ୍କୁ ହରାଇଲେ
କେନ୍ଦ୍ରାପଡ଼ା- ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା ବିଜୟୀ, ବିଜେପିର ଗୀତାଞ୍ଜଳି ସେଠୀଙ୍କୁ ହରାଇଲେ
ଖୋର୍ଦ୍ଧା- ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ, ବିଜେଡିର ରାଜେନ୍ଦ୍ର ସାହୁଙ୍କୁ ହରାଇଲେ
ରଘୁନାଥପାଲ୍ଲୀ- ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ, ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ହରାଇଲେ
ନବରଙ୍ଗପୁର- ବିଜେପିର ଗୌରୀଶଙ୍କର ମାଝୀଙ୍କ ବିଜୟ, ବିଜେଡିର କୌଶଲ୍ୟା ପ୍ରଧାନୀଙ୍କୁ ହରାଇଲେ
ନୂଆପଡ଼ା- ବିଜେଡିର ରାଜେନ୍ଦ୍ର ଢ଼ୋଲକିଆ ବିଜୟୀ, ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହରାଇଲେ
ବିଜେପୁର- ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ବିଜୟୀ, ବିଜେଡିର ରୀତା ସାହୁଙ୍କୁ ହରାଇଲେ ସନତ
ନୟାଗଡ଼- ବିଜେଡିର ଅରୁଣ ସାହୁ ୩୯୬ ଖଣ୍ଡ ଭୋଟ୍ରେ ବିଜୟୀ, ବିଜେପିର ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ହରାଇଲେ
ପାରାଦୀପ- ବିଜେପି ପ୍ରାର୍ଥୀ ସଂପଦ ସ୍ବାଇଁ ବିଜୟୀ. ବିଜେଡିର ଗୀତାଞ୍ଜଳି ରାଉତରାୟଙ୍କୁ ହରାଇଲେ ସଂପଦ
ବାରବାଟୀ- କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ବିଜୟୀ, ବିଜେପିର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ହରାଇଲେ
ବୀରମହାରାଜପୁର- ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା ବିଜୟୀ, ବିଜେଡିର ପଦ୍ମନାଭ ବେହେରାଙ୍କୁ ହରାଇଲେ
ମହାକାଳପଡ଼ା- ବିଜେପି ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ବିଜୟୀ, ବିଜେଡିର ଅତନୁ ସବ୍ୟସାଚୀ ନାୟକଙ୍କୁ ହରାଇଲେ
ରେଢ଼ାଖୋଲ- ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବିଜୟୀ, ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ହରାଇଲେ
ପଟାଙ୍ଗୀ- କଂଗ୍ରେସର ରାମଚନ୍ଦ୍ର କାଡ଼ାମ ବିଜୟୀ, ବିଜେଡିର ପ୍ରଫୁଲ୍ଲ ପାଙ୍ଗୀଙ୍କୁ ହରାଇଲେ ରାମଚନ୍ଦ୍ର
ଭଟଲୀ- ବିଜେପି ପ୍ରାର୍ଥୀ ଈରାଶିଷ ଆଚାର୍ଯ୍ୟ ବିଜୟୀ, ବିଜେଡିର ସୁଶାନ୍ତ ସିଂହଙ୍କୁ ହରାଇଲେ ଈରାଶିଷ
ଦେବଗଡ଼- ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଂଜନ ବିଶ୍ବାଳ ବିଜୟୀ, ବିଜେପିର ସୁବାସ ପାଣିଗ୍ରାହୀଙ୍କୁ ହରାଇଲେ
ରାଜନଗର- ବିଜେଡି ପ୍ରାର୍ଥୀ ଧୃବ ସାହୁ ବିଜୟୀ
ତଳସରା- ବିଜେପି ପ୍ରାର୍ଥୀ ଭବାନୀ ଭୋଇ ବିଜୟୀ, ବିଜେଡିର ବିନୟ ଟପ୍ପୋଙ୍କୁ ହରାଇଲେ
ଅନୁଗୁଳ- ବିଜେପି ପ୍ରାର୍ଥୀ ପ୍ରତାପ ପ୍ରଧାନ ବିଜୟୀ
ଆସିକା- ବିଜେପିର ସରୋଜ ପାଢ଼ୀ ବିଜୟୀ, ବିଜେଡିର ମଂଜୁଳା ସ୍ବାଇଁଙ୍କୁ ହରାଇଲେ ସରୋଜ
ଅତାବିରା- ବିଜେପିର ନିହାର ମହାନନ୍ଦ ବିଜୟୀ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ହରାଇଲେ
ବଡ଼ସାହି- ବିଜେପି ପ୍ରାର୍ଥୀ ସନାତନ ବିଜୁଳି ବିଜୟୀ
ବାଲିଗୁଡ଼ା- ବିଜେଡିର ଚକ୍ରମଣି କହଁର ବିଜୟୀ
ଭଦ୍ରକ- ବିଜେପିର ସୀତାଂଶୁ ମହାପାତ୍ର ବିଜୟୀ, ବିଜେଡିର ପ୍ରଫୁଲ୍ଲ ସାମଲଙ୍କୁ ହରାଇଲେ ସୀତାଂଶୁ
ବାସୁଦେବପୁର- କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ବିଜୟୀ, ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ହରାଇଲେ
ଆଠମଲ୍ଲିକ- ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ବିଜୟୀ
ବାଲିକୁଦା-ଏରସମା ବିଧାନସଭାରେ ବିଜେଡିର ସାରଦା ଜେନା ବିଜୟୀ ହେଲେ
ସତ୍ୟବାଦୀ- ବିଜେପି ପ୍ରାର୍ଥୀ ଓମ୍ପ୍ରକାଶ ମିଶ୍ର ବିଜୟୀ, ବିଜେଡିର ସଂଜୟ ଦାସବର୍ମାଙ୍କୁ ହରାଇଲେ
ସୋନପୁର- ବିଜେଡିର ନିରଞ୍ଜନ ପୂଜାରୀ ଜିତିଲେ, ବିଜେପିର ପ୍ରମୋଦ ମହାପାତ୍ରଙ୍କୁ ହରାଇଲେ ନିରଞ୍ଜନ
ବ୍ରହ୍ମପୁର- ବିଜେପିର କେ. ଅନିଲ କୁମାର ବିଜୟୀ ହେଲେ
ଭୋଗରାଇ- ବିଜେଡି ପ୍ରାର୍ଥୀ ଗୌତମବୁଦ୍ଧ ଦାସ ବିଜୟୀ,କଂଗ୍ରେସର ସତ୍ୟଶିବ ଦାସଙ୍କୁ ହରାଇଲେ ଗୌତମ
ଧାମନଗର- ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହେଲେ
ପାଲଲହଡ଼ା- ବିଜେପିର ଅଶୋକ ମହାନ୍ତି ବିଜୟୀ ହେଲେ
ହିନ୍ଦୋଳ- ବିଜେପିର ସୀମାରାଣୀ ନାଏକ ବିଜୟୀ ହେଲେ
ସୁନ୍ଦରଗଡ଼- ବିଜେଡିର ଯୋଗେଶ ସିଂହ ବିଜୟୀ ହେଲେ, ବିଜେପିର କୁସୁମ ଟେଟେଙ୍କୁ ହରାଇଲେ
ଉମରକୋଟ- ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ବିଜୟୀ, ବିଜେଡିର ନବୀନା ନାୟକଙ୍କୁ ହରାଇଲେ ନିତ୍ୟାନନ୍ଦ
ଆଳି- ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ବିଜୟୀ
ଭଣ୍ଡାରୀପୋଖରୀ- ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ ବିଜୟୀ,କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ହରାଇଲେ ସଂଜୀବ
ହିଂଜିଳି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିଲେ, ବିଜେପିର ଶିଶିର ମିଶ୍ରଙ୍କୁ ହରାଇଲେ ନବୀନୟ
ଗୋପାଳପୁର- ବିଜେପି ପ୍ରାର୍ଥୀ ବିଭୂତି ଜେନା ବିଜୟୀ
ବାଙ୍ଗିରିପୋଷି- ବିଜେପି ପ୍ରାର୍ଥୀ ସଂଜଳି ମୁର୍ମୁ ବିଜୟୀ
ବଡ଼ଚଣା- ବିଜେପି ପ୍ରାର୍ଥୀ ଅମର ନାୟକ ବିଜୟୀ, ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶୀନି ପରାସ୍ତ
ବାରିପଦା- ବିଜେପି ପ୍ରାର୍ଥୀ ପ୍ରକାଶ ସୋରେନ ବିଜୟୀ
ବସ୍ତା- ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ବିଜୟୀ
ବେଗୁନିଆ- ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ ବିଜୟୀ
ଭଂଜନଗର- ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ବିଜୟୀ, ବିଜେଡିର ବିକ୍ରମ ଆରୁଖଙ୍କୁ ହରାଇଲେ ପ୍ରଦ୍ୟୁମ୍ନ
ଭବାନୀପାଟଣା- କଂଗ୍ରେସ ପ୍ରାର୍ଥୀ ସାଗର ଦାସ ବିଜୟୀ
ଭୁବନେଶ୍ବର ଉତ୍ତର- ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ
ବିଜେପୁର- ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ବିଜୟୀ