BJD ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳରେ ବିରୋଧ

ଆଦିବାସୀ ବହୁଳ ଜିଲ୍ଲାରେ ଜଣେ ଅଣ ଆଦିବାସୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ଜୋରଦାର ପ୍ରତିବାଦ କରିଛି କୁଇ ସମାଜର କର୍ମକର୍ତ୍ତା। ଫଟୋ ଚିତ୍ର ପୋଡିବା ସହ ଅଚ୍ୟୁତ ଗୋ’ ବ୍ୟାକର ନାରା ଦିଆଯାଇଛି।

Achyuta Samanta

ବିଜେଡି ନେତା

Manoranjan Sial
  • Published: Saturday, 13 April 2024
  • Updated: 13 April 2024, 08:50 PM IST

Sports

Latest News

କନ୍ଧମାଳରେ ବିଜେଡିର ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ବିରୋଧ। ଅଚ୍ୟୁତ ସାମନ୍ତଙ୍କୁ ଅଣ ଆଦିବାସୀ କହି କୁଇ ସମାଜ ବିରୋଧ କରୁଛି। ପ୍ରାର୍ଥୀ ପ୍ରତ୍ୟାହାର ଦାବିରେ କନ୍ଧମାଳ ବନ୍ଦ ଡାକରା ଦେଇଛି। କେବଳ ବିଜେଡି ନୁହେଁ, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି। ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହେବା ପୂର୍ବରୁ ବିରୋଧକୁ ନେଇ ସରଗରମ ହୋଇଛି କନ୍ଧମାଳ ରାଜନୀତି।

ଆଦିବାସୀ ବହୁଳ ଜିଲ୍ଲାରେ ଜଣେ ଅଣ ଆଦିବାସୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ଜୋରଦାର ପ୍ରତିବାଦ କରିଛି କୁଇ ସମାଜର କର୍ମକର୍ତ୍ତା। ଫଟୋ ଚିତ୍ର ପୋଡିବା ସହ ଅଚ୍ୟୁତ ଗୋ’ ବ୍ୟାକର ନାରା ଦିଆଯାଇଛି। ତୁରନ୍ତ ପ୍ରାର୍ଥୀ ପ୍ରତ୍ୟାହାର ନକଲେ ଆସନ୍ତା ୧୬ ତାରିଖରେ କୁଇ ସମାଜ ଜିଲ୍ଲା ବନ୍ଦ ପାଳନ କରିବ ବୋଲି ସଫା ସଫା ଶୁଣାଇଦେଇଛି। ବିଜେପି ଓ କଂଗ୍ରେସ ମଧ୍ୟ ବାହାର ଜିଲ୍ଲାରୁ ପ୍ରାର୍ଥୀ ଦେଇଥିବାରୁ ଦୁଇ ଦଳର ଜିଲ୍ଲା ସଭାପତିଙ୍କ ବିରୋଧରେ ତେଜିଛି ଅସନ୍ତୋଷ।

Also Read

ସେପଟେ କଂଗ୍ରେସ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ତେବେ ସେ ମୂଳ ଆଦିବାସୀ ନୁହଁନ୍ତି ବୋଲି କୁଇ ସମାଜ ବିରୋଧ କରୁଛି। ସେହିପରି ଫୁଲବାଣୀ ଆସନରେ କଂଗ୍ରେସ ଦେଇଥିବା ପ୍ରାର୍ଥୀ ପ୍ରତିଭା କହଁର ଜଣେ ଅଣ ଆଦିବାସୀଙ୍କୁ ବିବାହ କରିଥିବାରୁ ତାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ନୂଆ ପ୍ରାର୍ଥୀ ଦେବାକୁ ଦାବି ହୋଇଛି। ବାଲିଗୁଡା ସିଟରେ ବିଜେପିର ପ୍ରାର୍ଥୀ କଳ୍ପନା କହଁର ମଧ୍ୟ ଜଣେ ଅଣ ଆଦିବାସୀଙ୍କୁ ବିବାହ କରିଥିବାରୁ କୁଇ ସମାଜ ତାଙ୍କ ପ୍ରାର୍ଥିତ୍ୱକୁ ଗ୍ରହଣ କରିବନି ବୋଲି କହିଛି।

ଆଦିବାସୀ ବହୁଳ ଜିଲ୍ଲା କନ୍ଧମାଳ। ଜିଲ୍ଲାରେ ୫୩ ପ୍ରତିଶତରୁ ଅଧିକ କୁଇ ଆଦିବାସୀ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି। ଏହି ଲୋକସଭା କ୍ଷେତ୍ର ଅଧିନ ତିନି ବିଧାନସଭା ଆସନ ବାଲିଗୁଡା, ଜି. ଉଦୟଗିରି ଓ ଫୁଲବାଣୀ ଆଦିବାସୀ ସଂପ୍ରଦାୟ ପାଇଁ ସଂରକ୍ଷିତ ରହିଛି। ତେବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତି ନିର୍ବାଚନରେ ଜିଲ୍ଲା ବାହାରୁ ଦିଆଯାଉଥିବା ପ୍ରାର୍ଥୀଙ୍କୁ ବାରମ୍ବାର ବିରୋଧ କରିଛି କୁଇ ସମାଜ। ଏପରିକି ୧୯୯୫ରେ କୁଇ ସମାଜ ଶକ୍ତି ପ୍ରଦର୍ଶନ କରି ସ୍ୱାଧୀନ ଭାବେ ଦାଶରଥୀ ବେହେରାଙ୍କୁ ପ୍ରାର୍ଥୀ କରିଥିଲା। ଧନୁ ତୀର ଚିହ୍ନରେ କୁଇ ସମାଜର ସମର୍ଥନରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ଦାଶରଥୀ ବେହେରା। ଏବେ ପୁଣି ତିନି ଦଳର ପ୍ରାର୍ଥୀଙ୍କୁ ନେଇ ପ୍ରତିବାଦ ଜଣାଇଛି କୁଇ ସମାଜ।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story