ଏ ହେଉଛନ୍ତି ସେହି ଆନ୍ଧ୍ର ମନ୍ତ୍ରୀ, ପଞ୍ଚାୟତରେ ଧସେଇ ପଶି ଓଡ଼ିଶା ଅଙ୍ଗନୱାଡି କେନ୍ଦ୍ରକୁ ‘ଅନ ଦି ସ୍ପଷ୍ଟ’ ଉଡେଇ ଦେବେ ବୋଲି ଧମକ ଦେଇଥିଲେ। ପ୍ରଶାସନିକ ଅଧିକାରୀଙ୍କୁ ଅସମ୍ମାନ କରିବା ସତ୍ତ୍ବେ ଏହି ଆନ୍ଧ୍ର ମନ୍ତ୍ରୀଙ୍କୁ ସମ୍ମାନ କରୁଥିଲା ବିଜେଡି।