Advertisment

କାହିଁକି ବଦଳିଲା ରଙ୍ଗ ?

ଲକ୍ଷ୍ମୀ ବସର ନାଁ ବଦଳି 'ମୁଖ୍ୟମନ୍ତ୍ରୀ ବସ୍' ସେବା ହୋଇଛି ।

author-image
Manoj Swain

ସବୁଜରୁ ଗେରୁଆ ହୋଇଗଲା ଲକ୍ଷ୍ମୀ ବସ । ତନାଘନା ପରେ ସରକାର କହିଲେ ହଁ ନିର୍ଦ୍ଦେଶ ଯାଇଛି । ସୋଶାଲ ମିଡିଆରେ ରଙ୍ଗ ବଦଳାକୁ ନେଇ ହେଉଛି ଜୋରଦାର ଚର୍ଚ୍ଚା। ମନ୍ତ୍ରୀ କହିଲେ, ଯାହା ଆବଶ୍ୟକ ତାହା ହୋଇଛି । ଅଧିକାରୀ କହିଲେ, ମନ୍ତ୍ରୀଙ୍କ ସହ ଆଲୋଚନା ପରେ ରଙ୍ଗ ବଦଳାଯାଇଛି । ନୂଆ ରଙ୍ଗ ସହ ନୂଆ ନାଁ ନେଇ ଗଡିବ ଲକ୍ଷ୍ମୀ ବସ୍ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Laxmi Bus