ପାଣ୍ଡିଆନଙ୍କୁ ଭେଟିବାକୁ ନବୀନ ନିବାସରେ ବାବୁଙ୍କ ଭିଡ଼| Odisha Reporter
ପାଣ୍ଡିଆନଙ୍କୁ ଭେଟିବାକୁ ବିଭିନ୍ନ ଅଫିସର, ସରକାରୀ କର୍ମଚାରୀ ଓ ପୁଲିସ୍ ବାବୁଙ୍କ ପ୍ରବଳ ଭିଡ଼। ପାଣ୍ଡିଆନଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ତାଙ୍କୁ ଭେଟୁଛନ୍ତି ସରକାରୀ ବାବୁମାନେ। ଏହାରି ମଧ୍ୟରେ ଅଛନ୍ତି ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରୁଥିବା କିଛି କର୍ମଚାରୀ ସଂଘ । ଜଣାଉଛନ୍ତି ଶୁଭେଚ୍ଛା ଆଉ ଆଶା ରଖୁଛନ୍ତି ପାଣ୍ଡିଆନ ସେମାନଙ୍କ କଥା ବୁଝିବେ ବୋଲି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
