Advertisment

ପାଣ୍ଡିଆନଙ୍କୁ ଭେଟିବାକୁ ନବୀନ ନିବାସରେ ବାବୁଙ୍କ ଭିଡ଼

ପାଣ୍ଡିଆନଙ୍କୁ ଭେଟିବାକୁ ବିଭିନ୍ନ ଅଫିସର, ସରକାରୀ କର୍ମଚାରୀ ଓ ପୁଲିସ୍ ବାବୁଙ୍କ ପ୍ରବଳ ଭିଡ଼। ପାଣ୍ଡିଆନଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ତାଙ୍କୁ ଭେଟୁଛନ୍ତି ସରକାରୀ ବାବୁମାନେ।

Advertisment

ପାଣ୍ଡିଆନଙ୍କୁ ଭେଟିବାକୁ ବିଭିନ୍ନ ଅଫିସର, ସରକାରୀ କର୍ମଚାରୀ ଓ ପୁଲିସ୍ ବାବୁଙ୍କ ପ୍ରବଳ ଭିଡ଼। ପାଣ୍ଡିଆନଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ତାଙ୍କୁ ଭେଟୁଛନ୍ତି ସରକାରୀ ବାବୁମାନେ। ଏହାରି ମଧ୍ୟରେ ଅଛନ୍ତି ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରୁଥିବା କିଛି କର୍ମଚାରୀ ସଂଘ । ଜଣାଉଛନ୍ତି ଶୁଭେଚ୍ଛା ଆଉ ଆଶା ରଖୁଛନ୍ତି ପାଣ୍ଡିଆନ ସେମାନଙ୍କ କଥା ବୁଝିବେ ବୋଲି।

Advertisment
Odisha Naveen Patnaik Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe