କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନଙ୍କୁ ବିରୋଧ !

କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଉଦଘାଟନୀ ସ୍ଥଳରେ ପହଁଞ୍ଚି ଶ୍ରେଣୀଗୃହ ଉଦଘାଟନ କରିବା ସମୟରେ ପଞ୍ଚାୟତର ଗୋଟିଏ ଗୋଷ୍ଠୀ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାୟିକାଙ୍କୁ ବିରୋଧ କରିଥିଲେ ।

Manoj Swain
  • Published: Friday, 10 November 2023
  • Updated: 10 November 2023, 12:01 PM IST

ପ୍ରବଳ ମାତ୍ରରେ ଲୋକ ଘେରିଗଲେ, ପ୍ରଶ୍ନ ପଚାରି ପୂରା ଘାଇଲା କଲେ। କବିସୂର୍ଯ୍ୟ ନଗର ବଡ଼ମହୁରୀ ଗାଁରେ ଲତିକା ଜନସଂପର୍କ ପଦଯାତ୍ରା କରୁଥିବା ବେଳେ ତାଙ୍କୁ ପ୍ରବଳ ବିରୋଧର ସାମନା କରିବାକୁ ପଡିଛି । ବିରୋଧ ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି । କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଉଦଘାଟନୀ ସ୍ଥଳରେ ପହଁଞ୍ଚି ଶ୍ରେଣୀଗୃହ ଉଦଘାଟନ କରିବା ସମୟରେ ପଞ୍ଚାୟତର ଗୋଟିଏ ଗୋଷ୍ଠୀ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାୟିକାଙ୍କୁ ବିରୋଧ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos