Latika Pradhan faces opposition during village visit, Protest Goes viral | Odisha Reporter
Advertisment
ପ୍ରବଳ ମାତ୍ରରେ ଲୋକ ଘେରିଗଲେ, ପ୍ରଶ୍ନ ପଚାରି ପୂରା ଘାଇଲା କଲେ। କବିସୂର୍ଯ୍ୟ ନଗର ବଡ଼ମହୁରୀ ଗାଁରେ ଲତିକା ଜନସଂପର୍କ ପଦଯାତ୍ରା କରୁଥିବା ବେଳେ ତାଙ୍କୁ ପ୍ରବଳ ବିରୋଧର ସାମନା କରିବାକୁ ପଡିଛି । ବିରୋଧ ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି । କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଉଦଘାଟନୀ ସ୍ଥଳରେ ପହଁଞ୍ଚି ଶ୍ରେଣୀଗୃହ ଉଦଘାଟନ କରିବା ସମୟରେ ପଞ୍ଚାୟତର ଗୋଟିଏ ଗୋଷ୍ଠୀ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାୟିକାଙ୍କୁ ବିରୋଧ କରିଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us