ପୋଖରୀ ମାଟି ଖାଇଦେଲା ବିଜେଡି !

ପ୍ରଥମେ ପୋଖରୀକୁ ଜବରଦଖଲ କଲେ, ପରେ ପୋତି ଦେଲେ ଆଉ ଏହାପରେ ଜାଗାକୁ ମାଡି ବସିଲେ।

Manoj Swain
  • Published: Thursday, 18 July 2024
  • Updated: 18 July 2024, 05:02 PM IST

Sports

Latest News

ପ୍ରଥମେ ପୋଖରୀକୁ ଜବରଦଖଲ କଲେ, ପରେ ପୋତି ଦେଲେ ଆଉ ଏହାପରେ ଜାଗାକୁ ମାଡି ବସିଲେ। କିଛି ମାସ ପରେ ଛିଡା କରିଦେଲେ ବିରାଟ ଅଟ୍ଟାଳିକା। ଏ ହେଉଛି ଭୁବନେଶ୍ବର ଲକ୍ଷ୍ମୀସାଗର ଅଂଚଳରେ ଥିବା ଫିସେରୀ ପୋଖରୀ, ଯାହାକି ଚିନ୍ତାମଣିଶ୍ୱରର ପୁଷ୍କରିଣୀ ଭାବେ ପରିଚିତ। ଦେଖନ୍ତୁ ପୂରା ରିପୋର୍ଟ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos