ପ୍ରଥମେ ପୋଖରୀକୁ ଜବରଦଖଲ କଲେ, ପରେ ପୋତି ଦେଲେ ଆଉ ଏହାପରେ ଜାଗାକୁ ମାଡି ବସିଲେ। କିଛି ମାସ ପରେ ଛିଡା କରିଦେଲେ ବିରାଟ ଅଟ୍ଟାଳିକା। ଏ ହେଉଛି ଭୁବନେଶ୍ବର ଲକ୍ଷ୍ମୀସାଗର ଅଂଚଳରେ ଥିବା ଫିସେରୀ ପୋଖରୀ, ଯାହାକି ଚିନ୍ତାମଣିଶ୍ୱରର ପୁଷ୍କରିଣୀ ଭାବେ ପରିଚିତ। ଦେଖନ୍ତୁ ପୂରା ରିପୋର୍ଟ।