Advertisment

ନେତା ବିବ୍ରତ, ମନ୍ତ୍ରୀ ବିଚଳିତ

ଶୁଣିଲେ ତ। ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏଭଳି କୋକୁଆ ଭୟ ବିଧାୟକଙ୍କ ମନରେ। କେବଳ ବିରୋଧି ବିଜେପି କି କଂଗ୍ରେସ ନୁହେଁ ଏଭଳି ଧାରଣା ଶାସକ ଦଳରେ ବେଶୀ ରହିଛି। ନିର୍ବାଚନ ମଣ୍ଡଳୀରେ କାମ କରିବା ସମୟରେ ଅନେକ ପ୍ରତିକୁଳ ପରିସ୍ଥିତି ସାମନା କରିଥାଆନ୍ତି ନେତା।

author-image
Debendra Prusty

ଶୁଣିଲେ ତ। ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏଭଳି କୋକୁଆ ଭୟ ବିଧାୟକଙ୍କ ମନରେ। କେବଳ ବିରୋଧି ବିଜେପି କି କଂଗ୍ରେସ ନୁହେଁ ଏଭଳି ଧାରଣା ଶାସକ ଦଳରେ ବେଶୀ ରହିଛି। ନିର୍ବାଚନ ମଣ୍ଡଳୀରେ କାମ କରିବା ସମୟରେ ଅନେକ ପ୍ରତିକୁଳ ପରିସ୍ଥିତି ସାମନା କରିଥାଆନ୍ତି ନେତା।

Advertisment
Odisha Naveen Patnaik Naba Das