ନେତା ହବ ତ ମ୍ୟାଡାମଙ୍କଠୁ ଶିଖ ! | Odisha Reporter
ଇଏ ଏମିତି ଜଣେ ଜନପ୍ରତିନିଧି, ଯିଏ ଲୋକଙ୍କ ପାଇଁ ବର୍ଷା ମାଡ଼ ଖାଇ ଦାଣ୍ଡରେ ବସିଛନ୍ତି। ଲଗାଣ ବର୍ଷାରେ ପୁରା ଅଞ୍ଚଳର ସ୍ଥିତି ସଂଗୀନ, କେଉଁଠି ମାଟି ଘର ଭାଙ୍ଗି କିଏ ଆହତ ହେଲାଣି ତ ପୁଣି କିଏ ପାଲ ତଳେ ମୁଣ୍ଡ ଗୁଞ୍ଜିଲାଣି। ଏ କଥା ଜାଣିବା ପରେ ଘରେ ଆଉ ରହିପାରିଲେନି ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
