ଇଏ ଏମିତି ଜଣେ ଜନପ୍ରତିନିଧି, ଯିଏ ଲୋକଙ୍କ ପାଇଁ ବର୍ଷା ମାଡ଼ ଖାଇ ଦାଣ୍ଡରେ ବସିଛନ୍ତି। ଲଗାଣ ବର୍ଷାରେ ପୁରା ଅଞ୍ଚଳର ସ୍ଥିତି ସଂଗୀନ, କେଉଁଠି ମାଟି ଘର ଭାଙ୍ଗି କିଏ ଆହତ ହେଲାଣି ତ ପୁଣି କିଏ ପାଲ ତଳେ ମୁଣ୍ଡ ଗୁଞ୍ଜିଲାଣି। ଏ କଥା ଜାଣିବା ପରେ ଘରେ ଆଉ ରହିପାରିଲେନି ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ।