ମଦମୁକ୍ତ ହେବ ଓଡ଼ିଶା !

ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା ଥିବା କହିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

Manoj Swain
  • Published: Wednesday, 26 June 2024
  • Updated: 26 June 2024, 04:08 PM IST

Sports

Latest News

ଓଡିଶା ହେବ ମଦମୁକ୍ତ ଓ ନିଶାମୁକ୍ତ ! କମିବ ନିଶା ବ୍ୟବହାର । ଏଥିପାଇଁ ଅଣ୍ଟା ଭିଡ଼ିଲାଣି ନୂଆ ସରକାର । ଯଦିଓ ଗତ କିଛି ଦିନ ଧରି ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜୋରଦାର କ୍ୟାମ୍ପେନ ଚାଲିଛି, ନୂଆ ସରକାରଙ୍କ ପାଖରେ ବିଭିନ୍ନ ଫୋରମ ତରଫରୁ ଦାବି ମଧ୍ୟ କରାଯାଉଛି। ତେଣୁ ଏହାକୁ ବିଚାରକୁ ନେଇପାରନ୍ତି ସରକାର। ଏହାରି ଭିତରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ବଡ଼ ବୟାନ ମଧ୍ୟ ଆସିଛି । ଦେଖନ୍ତୁ ପୂରା ରିପୋର୍ଟ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos