ମଦମୁକ୍ତ ହେବ ଓଡ଼ିଶା !

  • Published: Wednesday, 26 June 2024
  • , Updated: 26 June 2024, 04:08 PM IST

ଓଡିଶା ହେବ ମଦମୁକ୍ତ ଓ ନିଶାମୁକ୍ତ ! କମିବ ନିଶା ବ୍ୟବହାର । ଏଥିପାଇଁ ଅଣ୍ଟା ଭିଡ଼ିଲାଣି ନୂଆ ସରକାର । ଯଦିଓ ଗତ କିଛି ଦିନ ଧରି ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜୋରଦାର କ୍ୟାମ୍ପେନ ଚାଲିଛି, ନୂଆ ସରକାରଙ୍କ ପାଖରେ ବିଭିନ୍ନ ଫୋରମ ତରଫରୁ ଦାବି ମଧ୍ୟ କରାଯାଉଛି। ତେଣୁ ଏହାକୁ ବିଚାରକୁ ନେଇପାରନ୍ତି ସରକାର। ଏହାରି ଭିତରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ବଡ଼ ବୟାନ ମଧ୍ୟ ଆସିଛି । ଦେଖନ୍ତୁ ପୂରା ରିପୋର୍ଟ । 

Related story