ଭୁବନେଶ୍ବର ବିଜେଡିରେ ଅଶୋକ, ବୁନୁ ବନାମ ଲିଟୁ, ବାୟାଁ ଲଢେଇ ଜୋର ! ବିଏମସି ଷ୍ଟାଣ୍ଟିଂ କମିଟରେ ଅଧ୍ୟକ୍ଷ ହେଲେ ଲିଟୁ ହାରିଲେ ଅଶୋକ,ବୁନୁଙ୍କ ସମର୍ଥକ ! ଭୁବନେଶ୍ବର ବିଜେଡିରେ ଜୋରାଦାର ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ। ଶଙ୍ଖ ଭବନରେ ବବିଙ୍କ ବିରୋଧରେ ନାର ପଛରେ ଭୁବନେଶ୍ବର ବିଜେଡିର ଜଣେ ନେତାଙ୍କ ସଂପର୍କୀୟ। ସେଦିନ ନବୀନଙ୍କୁ ଭେଟିବାକୁ ଯାଇନଥିଲେ ଆଜି ବିଜେଡି ବିଜେଡି ଲଢାଲଢି। ଭୁବନେଶ୍ବରରୁ ଆରମ୍ଭ ହେଲା ମହାଫାଟ ଆଗକୁ ରାଜ୍ୟରେ ହେବ ନାଟ !....
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।
Politics
ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ
ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।
Politics
ସୋରେନ ପରିବାରର ୩ ଜଣ ଜିତିଲେ, କିନ୍ତୁ ବିଜେପିରୁ ଲଢ଼ୁଥିବା ବଡ଼ ଭାଉଜ ହାରିଲେ
ଜେଏମଏମରୁ ବାହାରି ବିଜେପି ଟିକେଟରେ ଲଢ଼ୁଥିବା ହେମନ୍ତଙ୍କ ବଡ଼ ଭାଉଜ ଗୀତା ସୋରେନ ପରିବାରର ଏକମାତ୍ର ସଦସ୍ୟ ଭାବେ ପରାସ୍ତ ହୋଇଛନ୍ତି।
Politics
ପ୍ରିୟଙ୍କା ଭାଙ୍ଗିଲେ ଭାଇଙ୍କ ରେକର୍ଡ
ପ୍ରିୟଙ୍କା ବିଜୟ ହୋଇଥିବାରୁ ଏବେ ସଂସଦରେ ଗାନ୍ଧି ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ରାହୁଲ ଓ ପ୍ରିୟଙ୍କା ଲୋକସଭାରେ ରହିବ। ସେହିପରି ମା’ ସୋନିଆ ଗାନ୍ଧି ରାଜ୍ୟସଭାର ସଦସ୍ୟ ରହିଛନ୍ତି।