Advertisment

ଜିତିଗଲେ ଲିଟୁ ହାରିଲେ ଅଶୋକ, ବୁନୁ !

ଭୁବନେଶ୍ବର ବିଜେଡିରେ ଅଶୋକ, ବୁନୁ ବନାମ ଲିଟୁ, ବାୟାଁ ଲଢେଇ ଜୋର ! ବିଏମସି ଷ୍ଟାଣ୍ଟିଂ କମିଟରେ ଅଧ୍ୟକ୍ଷ ହେଲେ ଲିଟୁ ହାରିଲେ ଅଶୋକ,ବୁନୁଙ୍କ ସମର୍ଥକ ! ଭୁବନେଶ୍ବର ବିଜେଡିରେ ଜୋରାଦାର ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ। ଶଙ୍ଖ ଭବନରେ ବବିଙ୍କ ବିରୋଧରେ ନାର ପଛରେ ଭୁବନେଶ୍ବର ବିଜେଡିର ଜଣେ ନେତାଙ୍କ ସଂପର୍କୀୟ। ସେଦିନ ନବୀନଙ୍କୁ ଭେଟିବାକୁ ଯାଇନଥିଲେ ଆଜି ବିଜେଡି ବିଜେଡି ଲଢାଲଢି। ଭୁବନେଶ୍ବରରୁ ଆରମ୍ଭ ହେଲା ମହାଫାଟ ଆଗକୁ ରାଜ୍ୟରେ ହେବ ନାଟ !....

author-image
Debendra Prusty

Odisha BjD Bmc