Advertisment

ବିଜେଡିରେ ଗଣେଶ୍ୱର; କେନ୍ଦ୍ରାପଡ଼ାରେ ତେଜୁଛି କନ୍ଦଳ !

ଗଣେଶ୍ୱର ବେହେରାଙ୍କୁ ବିରୋଧ କରିବାକୁ ଏକାଠି ହୋଇଛନ୍ତି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ପୂର୍ବତନ ବିଧାୟକ କିଶୋର ତରାଇ।

author-image
Manoj Swain

ଦେଉଳଠୁ ବଳିଗଲା ମୁଖଶାଳା। କାହାର ହେବେ ଗଣେଶ୍ୱର ବେହେରା। କଂଗ୍ରେସକୁ ବାଏ ବାଏ କହିବା ପରେ ବିଜେଡିକୁ ଯାଇ ବିଧାୟକ ହେବାକୁ ମନ ବଳାଇଥିବା ଏହି ପୁରୁଖା ନେତାଙ୍କୁ ନେଇ ବିଜେଡିରେ ତେଜୁଛି ତୀବ୍ର ଅସନ୍ତୋଷ। ଗଣେଶ୍ୱର ବେହେରାଙ୍କୁ ବିରୋଧ କରିବାକୁ ଏକାଠି ହୋଇଛନ୍ତି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ପୂର୍ବତନ ବିଧାୟକ କିଶୋର ତରାଇ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Kendrapada