Advertisment

ବଲାଙ୍ଗିରରୁ ଲଢିବେ ମନୋଜ ମିଶ୍ର

କଂଗ୍ରେସ ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅଛନ୍ତି ବହୁ ହେଭିୱେଟ୍‌।

Advertisment

ବିଜେପି ଓ ବିଜେଡି ପରେ ଆସିଛି କଂଗ୍ରେସର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା। କଂଗ୍ରେସ ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅଛନ୍ତି ବହୁ ହେଭିୱେଟ୍‌। ବଲାଙ୍ଗିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଅଭିନେତା ମନୋଜ ମିଶ୍ର। ଲୋକସଭା ପ୍ରାର୍ଥୀ ନାଁ ଘୋଷଣା ପରେ କ’ଣ କହୁଛନ୍ତି ମନୋଜ ମିଶ୍ର ଶୁଣନ୍ତୁ.. 

Advertisment
Congress Balangir Manoj Mishra Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe