Advertisment

ପଦ୍ମ ଧରିଲେ ଅନୁଭବ

ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ।

Advertisment

ସିନେଷ୍ଟାର ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ପରେ ଆଜି ବିଜେପିରେ ମିଶିଛନ୍ତି ଅନୁଭବ ମହାନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେପିରେ ମିଶିବା ପରେ ଅନୁଭବ ମହାନ୍ତି କହିଛନ୍ତି, ସାଧାରଣରେ କୁହାଯାଏ ଜଣେ କଳାକାର ରାଜନୀତି କରିପାରନ୍ତି ନାହିଁ। ଏହି କଥା ମୋତେ ବହୁତ ଖରାପ ଲାଗୁଥିଲା। ତେଣୁ ମୁଁ ବହୁ ପରିଶ୍ରମ କରି ପ୍ରତ୍ୟେକ ସେସନ୍‌ରେ ଅଂଶ ଗ୍ରହଣ କରିବାକୁ ଚେଷ୍ଟା କରିଛି। ଦେଶର ବିକାଶରେ ମୋଦିଜୀ ଆଣିଥିବା ସବୁ ବିଲ୍‌କୁ ସମର୍ଥନ ଦେଇଥିଲୁ।

Advertisment
Bjp Anubhav Mohanty Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe