Advertisment

'ମୋ ସ୍ୱାମୀ ମୋ କାମରେ ମୁଣ୍ଡ ପୁରାନ୍ତିନି'

ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ନାରୀ ଶକ୍ତି ବନ୍ଦନ ଅଧିନିୟମ।

author-image
Manoj Swain

ସଂସଦରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ନାରୀ ଶକ୍ତି ବନ୍ଦନ ଅଧିନିୟମ। ଏନେଇ ସ୍ପଷ୍ଟ ମତ ରଖିଛନ୍ତି ଭୁବନେଶ୍ୱରର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ।

Advertisment
Odisha Bhubaneswar Women Empowerment Mayor