Advertisment

ସିଏମଓରୁ ହଟିଲେ ପୁରୁଣା ଅଫିସର

ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ବା ସିଏମଓକୁ କ୍ଷମତା କେନ୍ଦ୍ର କୁହାଯାଇଥାଏ।

author-image
Manoj Swain

ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ବା ସିଏମଓକୁ କ୍ଷମତା କେନ୍ଦ୍ର କୁହାଯାଇଥାଏ। ଲୋକସେବା ଭବନର ତୃତୀୟ ମହଲାରେ ଥିବା ଏହି କାର୍ଯ୍ୟାଳୟ ଉପରେ ଲୋକଙ୍କର ଦୃଷ୍ଟି ରହିଥାଏ। ସରକାର ବଦଳିବା ସହ ପୁରୁଣା ଅଫିସର ହଟିବା ଆରମ୍ଭ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Cm Cmo Of Odisha Odisha