Advertisment

ତଡ଼ା ଖାଇଲେ ଅଣଓଡ଼ିଆ ଅଫିସର

ନବୀନ ପଟ୍ଟନାୟକ ସରକାରରେ ଗ୍ଲେହାପୁଅ ସାଜିଥିବା ଆଇଏଏସ୍ ଜି.ମାଥିଭାଥାନନ୍‌, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ଝଟକା ଲାଗିିଛି ।

author-image
Manoj Swain

ନବୀନ ସରକାରରେ ଗ୍ଲେହାପୁଅ ଥିଲେ, ନିଜକୁ ପାଓ୍ୱାରଫୁଲ ବୋଲି ମଣୁଥିଲେ। ଏବେ ପାଓ୍ୱାର ସେଣ୍ଟରରୁ ତଡା ଖାଇଲେ। ଲୋକସେବା ଭବନରୁ ଆଉଟ ହୋଇ ବାହାରେ ରହିବେ ଏହି ଟପ୍ ବ୍ୟୁରୋକ୍ରାଟ। ଆଇଏଏସ୍ ଜି.ମାଥିଭାଥାନନ୍‌, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ଲାଗିଛି ଝଟକା । ୧୯୯୪ ବ୍ୟାଚ୍ ଆଇଏଏସ୍ ଜି.ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Ias Officer BJP Govt