ତଡ଼ା ଖାଇଲେ ଅଣଓଡ଼ିଆ ଅଫିସର || Loka Seva Bhavan || Non-Odia Officers || CM Mohan Majhi || BJP Govt ||OR
Advertisment
ନବୀନ ସରକାରରେ ଗ୍ଲେହାପୁଅ ଥିଲେ, ନିଜକୁ ପାଓ୍ୱାରଫୁଲ ବୋଲି ମଣୁଥିଲେ। ଏବେ ପାଓ୍ୱାର ସେଣ୍ଟରରୁ ତଡା ଖାଇଲେ। ଲୋକସେବା ଭବନରୁ ଆଉଟ ହୋଇ ବାହାରେ ରହିବେ ଏହି ଟପ୍ ବ୍ୟୁରୋକ୍ରାଟ। ଆଇଏଏସ୍ ଜି.ମାଥିଭାଥାନନ୍, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ଲାଗିଛି ଝଟକା । ୧୯୯୪ ବ୍ୟାଚ୍ ଆଇଏଏସ୍ ଜି.ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us