Advertisment

ଲଡୁକୁ ନେଇ ପଲିଟିକ୍ସ

ନିଲାମ ହେଉଛି ଲଡୁ, ହେଲେ ମିଳିପାରୁନି ଟଙ୍କା ।

author-image
Manoj Swain

ଲଡୁକୁ ନେଇ ପଲିଟିକ୍ସ। ନିଲାମ ହେଉଛି ଲଡୁ, ହେଲେ ମିଳିପାରୁନି ଟଙ୍କା । ନିଲାମ ପରେ ଚେକ୍ ବାଉନସ ହେବାରୁ ତେଜିଲା ରାଜନୀତି। ହେଲେ ଲଡୁ ଟଙ୍କାକୁ ନେଇ କହିବାକୁ ନାରାଜ ନେତା ।

Advertisment
Odisha Angul