Advertisment

ଲୋୟର ସୁକତେଲ ପାଇଁ ସିଂହ ଲଢ଼େଇ

ବଲାଙ୍ଗୀର ଜିଲ୍ଲାର ଜୀବନରେଖା ହେବାକୁ ଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ ଏବେ ଚର୍ଚ୍ଚାରେ ରହିଛି। ବଲାଙ୍ଗୀର ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପରେ ବନ୍ୟାପାଣି ଛଡାଯାଇଛି ।

author-image
Manoj Swain

ବଲାଙ୍ଗୀର ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପରେ ବନ୍ୟାପାଣି ଛଡାଯାଇଛି । ଭଲକରି ଦେଖନ୍ତୁ ଏହି ଐତିହାସିକ ଦୃଶ୍ୟକୁ, ଲହଡା ମାରି ଆଗକୁ ବଢୁଥିବା ଏ ବନ୍ୟାଜଳ ଲୋୟର ସୁକତେଲ ଡ୍ୟାମର । ପ୍ରଥମ ଥର ପାଇଁ ସୁଇଚ ଗେଟ ଖୋଲି ସୁକତେଲ ଡ୍ୟାମରୁ ବନ୍ୟାଜଳ ଛଡାଯାଇଛି ।  ଜୀବନ ପାଇଛି ବଲାଙ୍ଗିର ଜିଲ୍ଳାର ବହୁ ପ୍ରତୀକ୍ଷିତ ଜୀବନରେଖା ଲୋୟର ସୁକତେଲ ଡ୍ୟାମ ।

Advertisment
Odisha Balangir