ସୁକତେଲ ପାଇଁ ସିଂହ ଲଢ଼େଇ | Odisha Reporter
Advertisment
ବଲାଙ୍ଗୀର ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପରେ ବନ୍ୟାପାଣି ଛଡାଯାଇଛି । ଭଲକରି ଦେଖନ୍ତୁ ଏହି ଐତିହାସିକ ଦୃଶ୍ୟକୁ, ଲହଡା ମାରି ଆଗକୁ ବଢୁଥିବା ଏ ବନ୍ୟାଜଳ ଲୋୟର ସୁକତେଲ ଡ୍ୟାମର । ପ୍ରଥମ ଥର ପାଇଁ ସୁଇଚ ଗେଟ ଖୋଲି ସୁକତେଲ ଡ୍ୟାମରୁ ବନ୍ୟାଜଳ ଛଡାଯାଇଛି । ଜୀବନ ପାଇଛି ବଲାଙ୍ଗିର ଜିଲ୍ଳାର ବହୁ ପ୍ରତୀକ୍ଷିତ ଜୀବନରେଖା ଲୋୟର ସୁକତେଲ ଡ୍ୟାମ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us