Advertisment

ନବୀନଙ୍କ ଲୁଙ୍ଗି ସମ୍ୱଲପୁରୀ ନା ତାମିଲ ?

ଏବେ ସାରା ରାଜ୍ୟରେ ଚର୍ଚ୍ଚା ନବୀନଙ୍କ ଲୁଙ୍ଗି ପିନ୍ଧା ଯୋଡ଼ି ଶଙ୍ଖ ପ୍ରଚାରକୁ ନେଇ।

author-image
Manoj Swain

ଏବେ ସାରା ରାଜ୍ୟରେ ଚର୍ଚ୍ଚା ନବୀନଙ୍କ ଲୁଙ୍ଗି ପିନ୍ଧା ଯୋଡ଼ି ଶଙ୍ଖ ପ୍ରଚାରକୁ ନେଇ। ନବୀନଙ୍କୁ ନେଇ ଏଭଳି ଭିଡିଓ କରାଯିବାକୁ ନେଇ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି, ନବୀନ ବାବୁ ବୁଢ଼ା ଲୋକ। ଆମ ଗୁମାସ୍ତା କୁର୍ତ୍ତା ପାଇଜାମା ପିନ୍ଧାଇକି ଆଣିଥାନ୍ତେ। ହେଲେ ତାଙ୍କୁ ଲୁଙ୍ଗି ପିନ୍ଧାଇ ଆଣି କହିଲେ ଯୋଡ଼ି ଶଙ୍ଖ। ପ୍ରଚାର ଆରମ୍ଭରୁ ସୋସିଆଲ୍ ମିଡିଆରେ ନବୀନ ବାବୁ ଦୁଇଟି ଶଙ୍ଖ ଧରି ଭୋଟ ମାଗୁଥିବା ଭିଡିଓ ଭାଇରାଲ ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Naveen Patnaik