ବବିଙ୍କୁ ଭେଟିବା ପରେ ମଦନ ଟେନସନରେ!

ଶୁକ୍ରବାର ସବୁ ସ୍ପଷ୍ଟ କହିଥିଲେ। ଶନିବାର କହିଲା ବେଳେ ଖାଲି ଥରିଲେ।

Jitendra Garnayak
  • Published: Saturday, 23 November 2024
  • Updated: 23 November 2024, 08:30 PM IST

ଦେଖନ୍ତୁ, ଶୁକ୍ରବାର ଦିନ ନିଜ ଦୁଃଖ ନେଇ ଗଣମାଧ୍ୟମ ଆଗରେ ବିନା ଭୟରେ ବାଇଟ୍ ଦେଇଥିବା ମଦନ ନାୟକ ଶନିବାର କେମିତି ପୂରା ଥରୁଛନ୍ତି। ଆଉ କହୁଛନ୍ତି ତାଙ୍କର ଭୁଲ ହୋଇଛି। ଏ ସବୁ କେବଳ ବବିଙ୍କୁ ଭେଟିବା ପରେ ସମ୍ଭବ ହୋଇଛି। ସେପଟେ ଗତକାଲି ରାତିରେ ବବିଙ୍କ ସାନଭାଇ ଲଲଙ୍କୁ ଗିରଫ କରିବା ପରେ ଆଜି ପୁଲିସ୍ ତାଙ୍କୁ କୋର୍ଟ ଚାଲାଣ କରିଛି। ଲଲ ଏବେ ଜେଲରେ ଅଛନ୍ତି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos