ଲଲ ବନ୍ଧା ହେବା ପରେ ଆରମ୍ଭ ହେଲା ବବିଙ୍କ ଖେଳ | Odisha Reporter
Advertisment
ଦେଖନ୍ତୁ, ଶୁକ୍ରବାର ଦିନ ନିଜ ଦୁଃଖ ନେଇ ଗଣମାଧ୍ୟମ ଆଗରେ ବିନା ଭୟରେ ବାଇଟ୍ ଦେଇଥିବା ମଦନ ନାୟକ ଶନିବାର କେମିତି ପୂରା ଥରୁଛନ୍ତି। ଆଉ କହୁଛନ୍ତି ତାଙ୍କର ଭୁଲ ହୋଇଛି। ଏ ସବୁ କେବଳ ବବିଙ୍କୁ ଭେଟିବା ପରେ ସମ୍ଭବ ହୋଇଛି। ସେପଟେ ଗତକାଲି ରାତିରେ ବବିଙ୍କ ସାନଭାଇ ଲଲଙ୍କୁ ଗିରଫ କରିବା ପରେ ଆଜି ପୁଲିସ୍ ତାଙ୍କୁ କୋର୍ଟ ଚାଲାଣ କରିଛି। ଲଲ ଏବେ ଜେଲରେ ଅଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us