କାମ କଲାନି ବିଜେଡି, ଏବେ ଜିରୋରୁ ଆରମ୍ଭ କରିବ ବିଜେପି | Odisha Reporter
ଛତିଶଗଡ ସହିତ ମହାନଦୀ, ଆନ୍ଧ୍ରପ୍ରଦେଶ ସହ ବଂଶଧାରା, ପୋଲାଭରମ ଜଳ ବିବାଦ ଲାଗି ରହିଛି। କିଏ ପ୍ରକଳ୍ପ ଛିଡା କରି ପାଣି ରୋକୁଛି ତ କାହା ପ୍ରକଳ୍ପ ପାଇଁ ଓଡିଶାରେ ଜଳମଗ୍ନ ସ୍ଥିତି ଉପୁଜିବାକୁ ଯାଉଛି। ଏଭଳି ସମୟରେ ପୂର୍ବ ସରକାର କୌଣସି ଠୋସ ପଦକ୍ଷେପ ନନେବାରୁ ରାଜ୍ୟ କ୍ଷତି ସହୁଥିଲା । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
