ଛତିଶଗଡ ସହିତ ମହାନଦୀ, ଆନ୍ଧ୍ରପ୍ରଦେଶ ସହ ବଂଶଧାରା, ପୋଲାଭରମ ଜଳ ବିବାଦ ଲାଗି ରହିଛି। କିଏ ପ୍ରକଳ୍ପ ଛିଡା କରି ପାଣି ରୋକୁଛି ତ କାହା ପ୍ରକଳ୍ପ ପାଇଁ ଓଡିଶାରେ ଜଳମଗ୍ନ ସ୍ଥିତି ଉପୁଜିବାକୁ ଯାଉଛି। ଏଭଳି ସମୟରେ ପୂର୍ବ ସରକାର କୌଣସି ଠୋସ ପଦକ୍ଷେପ ନନେବାରୁ ରାଜ୍ୟ କ୍ଷତି ସହୁଥିଲା । ଦେଖନ୍ତୁ ପୂରା ରିପୋର୍ଟ।