Advertisment

ମହୁଆ ମୋଇତ୍ରା ବହିଷ୍କୃତ

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଆଜି ଲୋକସଭାରୁ ବହିଷ୍କୃତ କରାଯାଇଛି।

author-image
Manoj Swain

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ବଡ଼ ଝଟକା। ତାଙ୍କୁ ଲୋକସଭାରୁ ଆଜି ବହିଷ୍କୃତ କରାଯାଇଛି। ଏଥିକ୍ସ କମିଟିର ସୁପାରିସ ଆଧାରରେ ବାଚସ୍ପତି ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ କରିଛନ୍ତି।

Advertisment
Parliament Mahua Moitra Mahua Moitra Bribe Case