Advertisment

'ବିଜେଡ଼ିରେ ପ୍ରବଳ ଗୋଷ୍ଠୀ କନ୍ଦଳ ରହିଛି'

'ଗୋଟେ ଗୋଟେ ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ଥିବାବେଳେ ଅନେକ ଅସନ୍ତୁଷ୍ଟ ଅଛନ୍ତି'

author-image
Manoj Swain

ବିଜେଡିର ନେତା ଓ ମନ୍ତ୍ରୀ କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି। ବ୍ୟକ୍ତିଗତ ଭାବେ ୭ରୁ ୮ଜଣ ବିଧାୟକ ଓ ମନ୍ତ୍ରୀ ମୋ ସହ ଯୋଗସୂତ୍ର ରଖିଛନ୍ତି। ଆଜି ଏପରି କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତ ରାୟ। ସେ ଆହୁରି କହିଛନ୍ତି, ବିଜେଡ଼ିରେ ପ୍ରବଳ ଗୋଷ୍ଠୀ କନ୍ଦଳ ରହିଛି। ଏହି ନେତାମାନେ ବିଜେଡିରେ ଟିକେଟ୍ ନପାଇଲେ କଂଗ୍ରେସକୁ ଆସିବେ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Congress Sura Routray Odisha